ନୂଆଦିଲ୍ଲୀ : ଡ. ଅଜିତ କୁମାର ମହାନ୍ତିଙ୍କୁ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ ନିଯୁକ୍ତି ଦିଆଯାଇଛି। ଅଜିତଙ୍କ ନିଯୁକ୍ତିକୁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଡ. ଅଜିତ କୁମାର ମହାନ୍ତି ଭାବା ପରମାଣୁ ଗବେଷଣା କେନ୍ଦ୍ରର ଫିଜିକ୍ସ ଗ୍ରୁପ୍ର ନିର୍ଦ୍ଦେଶକ ତଥା କଲିକତା ସ୍ଥିତ ସାହା ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ଫିଜିକ୍ସର ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ଅଛନ୍ତି।
ଡ. ଅଜିତ କୁମାର ମହାନ୍ତି ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ନିଯୁକ୍ତ
Advertisment
Follow Us