ଦୀପାବଳି ପୂର୍ବରୁ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଗଲା

ଦୀପାବଳି ପୂର୍ବରୁ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଗଲା

India.com

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଦୀପାବଳି ପୂର୍ବ ଦୃଷ୍ଟିରୁ ଆତଙ୍କବାଦୀ ଆକ୍ରମଣ ତଥା ସାଂପ୍ରଦାୟିକ ଉତ୍ତେଜନା ଆଶଙ୍କା କରି ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କତା ଅବଲମ୍ବନ ପାଇଁ ରାଜ୍ୟମାନଙ୍କୁ ସତର୍କ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କିଛି ଅସାମାଜିକ ଲୋକ ଦୀପାବଳି ପର୍ବର ଭିଡ଼ରୁ ଫାଇଦା ଉଠାଇ କୌଣସି ପ୍ରକାର ଅଘଟଣ ଘଟାଇ ଶାନ୍ତି ଶୃଙ୍ଖଳା ଭଙ୍ଗ କରିବାର ଆଶଙ୍କା ରହିଛି। ବିଶେଷ କରି ଧାର୍ମିକସ୍ଥଳମାନଙ୍କରେ ଅତିରିକ୍ତ ପୁୁଲିସ ଫୋର୍ସ ମୁତୟନ କରିବାକୁୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe