ମରିୟମ ନୱାଜଙ୍କ ଗୁରୁତର ଅଭିଯୋଗ : ଇମ୍ରାନ୍‌ ସରକାର ଜେଲ୍‌ ବାଥ୍‌ରୁମ୍‌ରେ ବି କ୍ୟାମେରା ଲଗାଇଥିଲେ

Advertisment
ମରିୟମ ନୱାଜଙ୍କ ଗୁରୁତର ଅଭିଯୋଗ : ଇମ୍ରାନ୍‌ ସରକାର ଜେଲ୍‌ ବାଥ୍‌ରୁମ୍‌ରେ ବି କ୍ୟାମେରା ଲଗାଇଥିଲେ

.thenews.com.pk

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ଝିଅ ମରିୟମ ନୱାଜ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମରିୟମ କହିଛନ୍ତି ସେ ଯେତେବେଳେ ଜେଲ୍‌ରେ ବନ୍ଦ ଥିଲେ, ତାଙ୍କ ବାରାକ୍‌ର ବାଥ୍‌ରୁମ୍‌ରେ ମଧ୍ୟ କ୍ୟାମେରା ଲଗାଯାଇଥିଲା। ପ୍ରଶାସନ ପକ୍ଷରୁ ଏହି କ୍ୟାମେରା ଲଗାଯାଇଥିଲା ବୋଲି ସେ କହିଛନ୍ତି। ଏହା ମହିଳାଙ୍କ ପ୍ରତି ଘୋର ଅପମାନ ଏବଂ ସଭ୍ୟ ରାଷ୍ଟ୍ରରେ ଏହା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe