ମୁମ୍ବାଇ: ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁ ଆଜି ଟ୍ବିଟ୍ କରି କହିଛନ୍ତି ଯେ ଦେଶରେ ହିନ୍ଦୀ, ହିନ୍ଦୁତ୍ବ ଏବଂ ହିନ୍ଦୁତ୍ବ ବିଚାରଧାରା ବିଭେଦ ସୃଷ୍ଟି କରୁଛି। ଦେଶର ଏକତା ରକ୍ଷା ପାଇଁ ଏହି ସ୍ଥିତିରେ ପରିବର୍ତ୍ତନ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି। ନିକଟରେ ମୁମ୍ବାଇ ବିମାନବନ୍ଦରରେ ଜଣେ ୨୭ ବର୍ଷୀୟ ପିଏଚ୍ଡି ଛାତ୍ରଙ୍କୁ ହିନ୍ଦୀ ଆସୁନଥିବାରୁ ଅଟକ ରଖାଯିବା ଘଟଣାକୁ ଉଲ୍ଲେଖ କରି ଥରୁର ଏଭଳି ବୟାନ ଦେଇଛନ୍ତି। ତେବେ ଥରୁର ଲଗାତାର ହିନ୍ଦୁତ୍ବ ବିରୋଧୀ ବୟାନ ଦେଇଚାଲିଥିବା ବେଳେ ଗତକାଲି କୁମ୍ଭ ମେଳାକୁ ସମାଲୋଚନା କରି ଦେଇଥିବା ମନ୍ତବ୍ୟ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us