ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଶିବରାଜଙ୍କ ପୁଅ

ରାଫେଲ ନେଇ ଲୋକସଭାରେ ଗର୍ଜିଲେ ରାହୁଲ୍: କିଏ ବଦଳାଇଲା ବାୟୁସେନାର ଚିଠା?  ବିମାନ ସଂଖ୍ୟା ୧୨୬ରୁ କମି କେମିତି  ହେଲା ୩୬

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପୁଅ କାର୍ତ୍ତିକେୟ ଚୌହାନ୍‌ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି। ରାହୁଲ ଗତକାଲି ମଧ୍ୟପ୍ରଦେଶର ଝାବୁଆରେ ଏକ ରୢାଲିରେ ଯୋଗ ‌ଦେଇ କହିଥି‌େଲ ‌େଯ ପାନାମା ପେପର୍ସ ମାମଲାରେ ମଧ୍ୟପ୍ର‌େଦଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପୁଅଙ୍କ ନାମ ରହିଛି। ଏଭଳି ଏକ ବିବାଦୀୟ ବୟାନ ଦେଇଥିବାରୁ କାର୍ତ୍ତିକେୟ ଆଜି ରାହୁଲଙ୍କ ବିରୋଧରେ ଏକ ସ୍ଥାନୀୟ କୋର୍ଟରେ ମାନହାନି ମାମଲା ରୁଜୁ କରିଛନ୍ତି। ଅନ୍ୟପ‌େକ୍ଷ ରାହୁଲ ଆଜି ଏନେଇ ସ୍ପଷ୍ଟ କରି କହିଛନ୍ତି ଯେ ସେ ଦ୍ବନ୍ଦ୍ବରେ ପଡ଼ି ଏଭଳି ବୟାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe