ଧର୍ମ ଆଧାରରେ ଭୋଟ୍‌ ଦେବାକୁ ଉସୁକାଇଲେ ସିଦ୍ଧୁ

Advertisment

ଇସିଙ୍କ ରିପୋର୍ଟ ତଲବ

ଇସିଙ୍କ ରିପୋର୍ଟ ତଲବ

ଧର୍ମ ଆଧାରରେ ଭୋଟ୍‌ ଦେବାକୁ ଉସୁକାଇଲେ ସିଦ୍ଧୁ

in.news.yahoo.com

ନୂଆଦିଲ୍ଲୀ: ବିହାରର କଟିହାରରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ମୁସ୍‌ଲିମ୍‌ ସଂପ୍ରଦାୟକୁ ଏକଜୁଟ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଭୋଟ୍‌ ଦେବାକୁ କହି ବିବାଦ ସୃଷ୍ଟି କରିଛନ୍ତି। ମୁସ୍‌ଲିମ୍‌ ଭୋଟର୍‌ମାନେ ଏକଜୁଟ ହୋଇ ବିଜେପି ବିରୋଧରେ ଭୋଟ୍‌ ଦେଲେ ମୋଦୀ ଆଉ କ୍ଷମତାକୁ ଆସିପାରିବେ ନାହିଁ ବୋଲି ସେ କହିଛନ୍ତି। ସିଦ୍ଧୁଙ୍କ ଏହି ବୟାନ ସଂପର୍କରେ ନିର୍ବାଚନ କମିସନ ରିପୋର୍ଟ ତଲବ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe