ହନିପ୍ରୀତଙ୍କୁ ଏସଆଇଟିର ୫ ଘଣ୍ଟା ଜେରା

Advertisment
ହନିପ୍ରୀତଙ୍କୁ ଏସଆଇଟିର ୫ ଘଣ୍ଟା ଜେରା

ପଞ୍ଚକୁଳା : ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତ ଇନ୍‌ସାନଙ୍କୁ ଏବେ ପଞ୍ଚକୁଳ ପୁଲିସ ଜେରା କରୁଛି। ଅଗଷ୍ଟ ୨୫ ତାରିଖ ପଞ୍ଚକୁଳା ହିଂସାକାଣ୍ଡ ନେଇ ହନିପ୍ରୀତ ଷଡଯନ୍ତ୍ର କରିଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରି ପଚରାଉଚୁରା କରୁଛି। ଏସଆଇଟି ହନିପ୍ରୀତ ଏବଂ ତାଙ୍କ ସହଯୋଗୀ ସୁଖଦୀପ କୌରଙ୍କୁ ସେକ୍ଟର ୨୩ ପୁଲିସ ଷ୍ଟେସନ୍‌ରେ ୫ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଛନ୍ତି। ତେବେ ୫ ଘଣ୍ଟାର ଜେରା ପରେ ହନିପ୍ରୀତ ଅସୁସ୍ଥ ଅନୁଭବ କରିଥିବା କହିଥିଲେ। ଡାକ୍ତରି ଦଳ ତୁରନ୍ତ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ହନିପ୍ରୀତଙ୍କ ସ୍ୱାସ୍ଥ୍ୟାବସ୍ଥା ପରଖି ଥିଲେ ଏବଂ ଏହାପରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe