ସୀତାରମଣଙ୍କ ବଜେଟ୍‌ର ୬ଟି ସ୍ତମ୍ଭ

Advertisment
ଚାଷୀ, ବ୍ୟବସାୟୀ, ବିଶେଷଜ୍ଞଙ୍କ ସହ ପ୍ରାକ୍‌ ବଜେଟ୍‌ ଆଲୋଚନା

The Sentinel Assam

୧. ସ୍ବାସ୍ଥ୍ୟ ଓ କଲ୍ୟାଣ
୨. ଭୌତିକ ଓ ବିତ୍ତୀୟ ପୁଞ୍ଜି ଏବଂ ଭିତ୍ତିଭୂମି
୩. ଆକାଂକ୍ଷୀ ଭାରତ
ପାଇଁ ଅନ୍ତର୍ଭୁକ୍ତୀ ବିକାଶ
୪. ମାନବ ସମ୍ବଳରେ ନବଜୀବନ
୫. ନବସୃଜନ, ଗବେଷଣା ଓ ବିକାଶ
୬. ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ

ଶସ୍ତା ଓ ମହଙ୍ଗା

publive-image
କମିଲା
ଲୁହା, ଇସ୍ପାତ, ନାଇଲନ୍ ପୋଷାକ, ତମ୍ବା ସାମଗ୍ରୀ, ସୁନା, ରୁପା
ବୀମା, ଜୋତା, ନାପ୍‌ଥା‌, କୃଷି ଯନ୍ତ୍ରାଂଶ

publive-image

ବଢ଼ିଲା

ଏସି, ରେଫ୍ରିଜରେଟର
ସେଓ, ମଟର, କାବୁଲି ଚଣା
ଦେଶୀ ସୋଲା
ମୋବାଇଲ ଫୋନ୍‌, ଚାର୍ଜର, ପାୱାର ବ୍ୟାଙ୍କ
ଆମଦାନୀକୃତ ସିଲ୍‌କ
ସୌର ଇନଭର୍ଟର, ସୌର ଲଣ୍ଠନ
ଚମଡ଼ା ସାମଗ୍ରୀ, ୟୁରିଆ
ମୂଲ୍ୟବାନ ପ୍ରସ୍ତର, ଅଟୋ ଉପକରଣ

ଏଥର ଟାବ୍‌ଲେଟ୍‌
କାଗଜବିହୀନ ବଜେଟ୍‌ ଉପସ୍ଥାପନ କରିଛନ୍ତି ନିର୍ମଳା। ସଦସ୍ୟମାନଙ୍କୁ ବଜେଟ୍‌ ଅଭିଭ‌ାଷଣ ଓ ଦଲିଲ୍‌ର ସଫ୍‌ଟ କପି ଦିଆଯାଇଥିଲା। ଲାଲ ଓ କ୍ରିମ୍ ରଙ୍ଗର ଶାଢ଼ୀ ପିନ୍ଧି ନିର୍ମଳା ବଜେଟ୍‌ ଅଭିଭାଷଣ ପଢ଼ିଥିଲେ। ଏଥର କିନ୍ତୁ ଲାଲ୍ କପଡ଼ା ଭିତରେ କାଗଜପତ୍ର ବଦଳରେ ଥିଲା ଟାବ୍‌ଲେଟ୍। ୧୧୦ ମିନିଟ୍‌ର ଲମ୍ବା ଅଭିଭାଷଣରେ ନିର୍ମଳା ଦୁଇ ଥର ଅଟକି ପାଣି ପିଇଥିଲେ। ଏହାଥିଲା ତାଙ୍କର ତୃତୀୟ ବଜେଟ୍ ଉପସ୍ଥାପନ। ବଜେଟ୍ ଅଭିଭ‌ାଷଣ ଶେଷ ହେବା ପରେ ନିର୍ମଳାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe