ଏସ୍‌କେ ଶତପଥୀ ହୋଇପାରନ୍ତି ରା‌ଷ୍ଟ୍ରପତିଙ୍କ ପ୍ରମୁଖ ସଚିବ

Advertisment
ଏସ୍‌କେ ଶତପଥୀ ହୋଇପାରନ୍ତି ରା‌ଷ୍ଟ୍ରପତିଙ୍କ ପ୍ରମୁଖ ସଚିବ

Jharkhand State News

ନୂଆଦିଲ୍ଲୀ : ୧୯୮୬ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର୍‌ ଅବସରପ୍ରାପ୍ତ ଆଇଏଏସ୍‌ ତଥା ଝାଡ଼ଖଣ୍ଡ ମାନବାଧିକାର ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଏସ୍‌କେ ଶତପଥୀଙ୍କୁ ରାଷ୍ଟ୍ରପତି ଭବନରେ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶ୍ରୀ ଶତପଥୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରିନ୍‌ସିପାଲ ସେକ୍ରେଟେରି ଭାବେ ନିଯୁକ୍ତି ମିଳିପାରେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ବେଳେ ୨୦୧୬ରେ ଶ୍ରୀ ଶତପଥୀ ତାଙ୍କ ପ୍ରିନ୍‌ସିପାଲ୍‌ ସେକ୍ରେଟେରି ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ରେ ଶ୍ରୀ ଶତପଥୀ ରାଜ୍ୟପାଳଙ୍କ ପ୍ରିନ୍‌ସିପାଲ ସେକ୍ରେଟାରି ପଦରୁ ଅବସର ନେଇଥିଲେ। ଶ୍ରୀ ଶତପଥୀ ଓଡ଼ିଶାର ମୂଳ ବାସିନ୍ଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe