କ୍ୟାନ୍ସରରେ ପୀଡ଼ିତ ହୋଇ ନ୍ୟୁୟର୍କର ଏକ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିକଟରେ କେଶ କଟାଇଛନ୍ତି। କ୍ୟାନ୍ସରକୁ ମାତ୍ ଦେବା ପାଇଁ ସେ ଏଭଳି କରିଛନ୍ତିି। କେଶ କଟାଯିବା ପରର ଫଟୋ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।
କ୍ୟାନ୍ସରରେ ପୀଡ଼ିତ: ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ
Advertisment
Follow Us