ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଆଜି ୭୨ ବର୍ଷରେ ପଦାର୍ପଣ କରିଛନ୍ତି। ସୋନିଆଙ୍କ ଜନ୍ମଦିନ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଭିନ୍ନ ବିରୋଧୀ ଦଳର ନେତାମାନେ ମଧ୍ୟ ଆଜି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ବିରୋଧୀ ଦଳ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଥିବାବେଳେ ଆଜି ବିଭିନ୍ନ ବିରୋଧୀ ଦଳ ନେତାମାନେ ସୋନିଆଙ୍କୁ ଟ୍ବିଟ୍ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
୭୨ ବର୍ଷରେ ସୋନିଆ ଗାନ୍ଧୀ, ଶୁଭେଚ୍ଛା ଜଣାଇଲେ ମୋଦୀ
Advertisment
Follow Us