କଂଗ୍ରେସକୁ ଆଶ୍ୱସ୍ତି: ରାୟବରେଲିରୁ ଜିତିଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

Advertisment
କଂଗ୍ରେସକୁ ଆଶ୍ୱସ୍ତି: ରାୟବରେଲିରୁ ଜିତିଲେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

The Nation

ଲକ୍ଷ୍ନୌ (ଉତ୍ତରପ୍ରଦେଶ): କଂଗ୍ରେସର ଗଡ଼ ଭାବେ ପରିଚିତ ଉତ୍ତରପ୍ରଦେଶର ରାୟବରେଲିରୁ କଂଗ୍ରେସ ଉପଦେଷ୍ଟା ସୋନିଆ ଗାନ୍ଧୀ ୧ ଲକ୍ଷରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଏହି ଆସନରୁ ବାଜି ମାର ନେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ରୂପେ ଏହି ଆସନରୁ ଲଢ଼ୁଥିବା ସୋନିଆ ଗାନ୍ଧୀଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଶେଷରେ ବିଜୟ ଟିକା ପିନ୍ଧିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧୀ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶର ଆମେଥିିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାରିଥିବା ବେଳେ ରାୟବରେଲିରୁ ତାଙ୍କର  ମା’ ତଥା କଂଗ୍ରେସ ଉପଦେଷ୍ଟା ତଥା ୟୁପିଏର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟରେ ବିଜୟଲାଭ କରିବା ଦଳ ପାଇଁ ଆଶ୍ୱାସନାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe