ରାଜ୍ୟସଭା ଛାଡ଼ିଲେ ସୌମ୍ୟରଞ୍ଜନ

Advertisment
ସାମ୍ନାକୁ ଆସିଲା ବିଦ୍ୟୁତ୍‌ ବିଲ୍‌ରେ କେଳେଙ୍କାରୀ: ଗ୍ରାହକଙ୍କଠୁ ନେଇଥିବା ଅଧିକ ଟଙ୍କା ସୁଧ ସହ ଫେରାଅ

ନୂଆଦିଲ୍ଲୀ : ନବନିର୍ବାଚିତ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଦେଇଛନ୍ତି। ନିକଟରେ ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଥିବାରୁ ରାଜ୍ୟସଭା ସଦସ୍ୟ ପଦରୁ ସେ ଇସ୍ତଫା ଦେଉଥିବା ନିଜ ଇସ୍ତଫା ପତ୍ର‌େର ଉଲ୍ଲେଖ କରିଛନ୍ତି। ଶ୍ରୀ ପଟ୍ଟନାୟକ ୧୫ ମାର୍ଚ୍ଚ ୨୦୧୮ରେ ରାଜ୍ୟସଭା ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ ଏବଂ ଏପ୍ରିଲ ୪ରେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe