ଜେଲରୁ ମୁକୁଳିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ୍ ୟେଓଲ

Advertisment

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍ ଶନିବାର ଜେଲ୍ରୁ ମୁକ୍ତ ହୋଇଛନ୍ତି। ଶୁକ୍ରବାର ଦକ୍ଷିଣ କୋରିଆର ଏକ ଅଦାଲତ ତାଙ୍କ ମୁକ୍ତି ଆବେଦନକୁ ଗ୍ରହଣ କରି ରାଷ୍ଟ୍ରପତିଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍ ଶନିବାର ଜେଲ୍ରୁ ମୁକ୍ତ ହୋଇଛନ୍ତି। ଶୁକ୍ରବାର ଦକ୍ଷିଣ କୋରିଆର ଏକ ଅଦାଲତ ତାଙ୍କ ମୁକ୍ତି ଆବେଦନକୁ ଗ୍ରହଣ କରି ରାଷ୍ଟ୍ରପତିଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

SK

ସିଓଲ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍ ଶନିବାର ଜେଲ୍ରୁ ମୁକ୍ତ ହୋଇଛନ୍ତି। ଶୁକ୍ରବାର ଦକ୍ଷିଣ କୋରିଆର ଏକ ଅଦାଲତ ତାଙ୍କ ମୁକ୍ତି ଆବେଦନକୁ ଗ୍ରହଣ କରି ରାଷ୍ଟ୍ରପତିଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହାଭିଯୋଗର ସମ୍ମୁଖୀନ ହୋଇଥିବା ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ-ୟେଓଲ୍ ଶନିବାର ଜେଲ୍ରୁ ମୁକୁଳିଛନ୍ତି। ଜେଲରୁ ବାହାରିବା ପରେ ୟୁନ୍ ନିଜ ସମର୍ଥକଙ୍କୁ ହାତ ହଲାଇ ଓ ମୁଣ୍ଡ ନୁଆଁଇ ଶୁଭେଚ୍ଛା ଜଣାଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ଦେଶର ଏକ ଅଦାଲତ ୟୁନ୍ ଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କ ଗିରଫଦାରୀକୁ ରଦ୍ଦ କରିଥିଲେ। ଅଦାଲତଙ୍କ ଏହି ନିଷ୍ପତ୍ତି ୟୁନଙ୍କୁ ତାଙ୍କ ବିରୋଧରେ ଥିବା ଅଭିଯୋଗ ପାଇଁ ମାମଲା ଚଳାଇବାକୁ ଅନୁମତି ଦେଇଥିଲା। ଗତ ବର୍ଷ ଶେଷରେ 'ମାର୍ଶାଲ ଲ' ଲାଗୁ କରିବା ଅଭିଯୋଗରେ ୟୁନଙ୍କୁ ଜାନୁଆରୀରେ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ମହାଭିଯୋଗ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe