Northeast Now
ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର୍ଙ୍କ ହତ୍ୟା ପ୍ରସଙ୍ଗ ଏବେ ଗୁଜରାଟ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଆଜି ଏକ ନିର୍ବାଚନ ରୢାଲିରେ କହିଛନ୍ତି, ଦେଶରେ ମଜଭୁତ ନେତା କେନ୍ଦ୍ରରେ ନରହିବେ ତା’ହେଲେ ଆମେ ସମାଜକୁ ସୁରକ୍ଷା ଦେଇପାରିବା ନାହିଁ। ଆମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ଜିତାଇବାକୁ ହେବ। ଯଦି ସେ ବିଜୟୀ ହେବେନାହିଁ ତା’ହେଲେ ସବୁ ସହରରୁ ଅଫ୍ତାବମାନେ ବାହାରିବେ । କଚ୍ଛର ଏକ ରୢାଲିରେ ଉଦ୍ବୋଧନ ଦେଇ ଆସାମ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
Follow Us