କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ସଂକଟ ଥମିବାର ନାଁ ନେଉନାହିଁ। ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ମହିନ୍ଦା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବା ପରେ ବିବାଦ ଜଟିଳ ହେବାରେ ଲାଗିଛି। ବାଚସ୍ପତି ଏହି ନିଷ୍ପତ୍ତିକୁ ଗ୍ରହଣ କରୁନାହାନ୍ତି। ବହୁମତ ସାବ୍ୟସ୍ତ କରିବା ପରେ ହିଁ ସେ ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସ୍ବୀକାର କରିବେ ବୋଲି କହିଛନ୍ତି। ବର୍ତ୍ତମାନ ସଂସଦରେ ବହୁମତ ପ୍ରମାଣ ପାଇଁ ତାଙ୍କୁ ଆହ୍ବାନ ଦେଇଛନ୍ତି।
ଶ୍ରୀଲଙ୍କା ସଂକଟ ଜଟିଳ
Advertisment
Follow Us