ଷ୍ଟେରଲାଇଟ୍‌ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌

Advertisment
ଷ୍ଟେରଲାଇଟ୍‌ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍‌ ଲିକ୍‌

ତୁତିକୋରିନ୍‌ : ତୁତିକୋରିନ୍‌ର ଷ୍ଟେରଲାଇଟ୍‌ ପ୍ଲାଣ୍ଟ୍‌ରେ ଗତ ରବିବାର ଦିନ ସନ୍ଧ୍ୟାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟ୍‌ରୁ ପାଖାପାଖି ୫୦ ହଜାର ଲିଟର ମାରାତ୍ମକ ସଲଫ୍ୟୁରିକ୍‌ ଏସିଡ୍‌ ଲିକ୍‌ ହୋଇଛି। ଯେଭଳି ଭାବେ ଏହା କୌଣସି କ୍ଷତି ନକରେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe