ବରୁଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି:ଫୋନ୍‌ ବିଲ୍‌ ଦେଉନାହାନ୍ତି

Advertisment
ବରୁଣ ଗାନ୍ଧି ଆଣିଲେ ଏମ୍‌ଏସ୍‌ପି ଉପରେ ପ୍ରଥମ ପ୍ରାଇଭେଟ୍ ବିଲ୍

ndtv.com

ଲକ୍ଷ୍ନୌ : ବିଜେପି ସାଂସଦ ବରୁଣ ଗାନ୍ଧୀ ବକେୟା ଫୋନ୍‌ ବିଲ୍‌ ପୈଠ କରିନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ବରୁଣ ୩୮,୦୦୦ ଟଙ୍କାର ଫୋନ୍‌ ବିଲ୍‌ ପୈଠ କରିନଥିବାରୁ ରାଜ୍ୟ ପରିଚାଳିତ ବିଏସଏନଏଲ୍‌ ପକ୍ଷରୁ ଏବେ ବରୁଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପତ୍ରଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe