ନିର୍ବାଚନ ଫଳାଫଳ ସହ ସେୟାର ବଜାର ତଳକୁ ଖସିଲା! ସେନସେକ୍ସ ୨,୦୦୦ ପଏଣ୍ଟ ହ୍ରାସ

ନିର୍ବାଚନ ଫଳାଫଳ ସହ ସେୟାର ବଜାର ତଳକୁ ଖସିଲା! ସେନସେକ୍ସ ୨,୦୦୦ ପଏଣ୍ଟ ହ୍ରାସ

ମୁମ୍ବାଇ: ଲୋକସଭା ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରିଛି। ପ୍ରାରମ୍ବିକ ଧାରାରେ ବିଜେପି ନେତୃତ୍ବାଧୀନ ଏନଡିଏ ପଛରେ ଥିବାରୁ ଷ୍ଟକ୍ ମାର୍କେଟରେ ମଧ୍ୟ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୨,୦୦୦ ପଏଣ୍ଟ ଏବଂ ନିଫ୍ଟ ପ୍ରାୟ ୬୦୦ ପଏଣ୍ଟ ହ୍ରାସ ପାଇଛି। ସମ୍ପ୍ରତି ସେନ୍ସେକ୍ସ ୭୪,୦୦୦ ରେ ରହିଯାଇଛି । ଯେତେବେଳେ କି ନିଫ୍ଟି ୨୨,୬୦୦ରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe