ବଲିଆ: ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି ଯେ ଇନ୍ସପେକ୍ଟର ସୁବୋଧ କୁମାର ବିକ୍ଷୋଭକାରୀଙ୍କ ଗୁଳିରେ ପ୍ରାଣ ହରାଇ ନାହାନ୍ତି। ବରଂ ପୁଲିସ ଗୁଳିରେ ତାଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି, ଭିଡ଼ହିଂସା ରୋକିବାକୁ ପୁଲିସ ଓପନ୍ ଫାୟରିଂ କରିଥିଲା। ଏହି ସମୟରେ ଗୁଳି ସୁବୋଧଙ୍କ ଦେହରେ ବାଜିଥିଲା। ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଏହି କଥା କହୁଛନ୍ତି। ସୁବୋଧଙ୍କ ଭଉଣୀ କହିଛନ୍ତି ଯେ ତାଙ୍କ ଭାଇ ୨୦୧୫ର ଅଖ୍ଲାକ୍ ଘଟଣାର ତଦନ୍ତ କରୁଥିଲେ। ତେଣୁ ତାଙ୍କୁ ପୁଲିସ୍ ଦ୍ବାରା ଷଡ଼୍ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି।
ପୁଲିସ ଗୁଳିରେ ସୁବୋଧଙ୍କ ମୃତ୍ୟୁ ହୋଇଛି: ବିଜେପି
Advertisment
Follow Us