ପିସିଆଇ ସଦସ୍ୟ ହେଲେ ସୁଜିତ କୁମାର

ପିସିଆଇ ସଦସ୍ୟ ହେଲେ ସୁଜିତ କୁମାର

newscentral24x7.com

ନୂଆଦିଲ୍ଲୀ : ଭାରତୀୟ ପ୍ରେସ ପରିଷଦ (ପିସିଆଇ)ର ସଦସ୍ୟ ହେଲେ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର। ସାଂସଦ ସୁଜିତଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ମନୋନୀତ କରିଛନ୍ତି। ଏ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe