ସୁଲେମାନୀଙ୍କ ଝିଅର ଚେତାବନୀ : ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି

Advertisment
ସୁଲେମାନୀଙ୍କ ଝିଅର ଚେତାବନୀ : ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି

ଦୁବାଇ: ଆମେରିକା ଦ୍ବାରା ନିହତ ଇରାନ୍‌ର କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନୀର ମୃତ୍ୟୁରେ ସମଗ୍ର ଇରାନ୍‌ ଶୋକ ପାଳନ କରୁଥିବାବେଳେ ଆଜି ତାଙ୍କ ଝିଅ ଜେନାବ୍‌ ସୁଲେମାନୀ ଆମେରିକାକୁ ଚେତାବନୀ ଦେଇଛନ୍ତି। ପାଗଳ ଟ୍ରମ୍ପ୍‌ ତାଙ୍କ ବାପାଙ୍କୁ ହତ୍ୟା କରି ସବୁକିଛି ଶେଷ କରିଦେଇନି ବୋଲି ଜେନାବ୍‌ କହିଛନ୍ତି। ତାଙ୍କ ବାପାଙ୍କ ମୃତ୍ୟୁ ଆମେରିକା ପାଇଁ ଦୁର୍ଦ୍ଦିନ ଆଣିବ ବୋଲି ଜେନାବ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe