ସୁନୀଲ ବନ୍‌ସଲ ହେଲେ ଗୋଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ

Advertisment
ସୁନୀଲ ବନ୍‌ସଲ ହେଲେ ଗୋଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ

The Financial Express

ନୂଆଦିଲ୍ଲୀ : ୧୯୮୭ର ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ସୁନୀଲ କୁମାର ବନ୍‌ସଲଙ୍କୁ ଗୋଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ରୂପେ ନିଯୁକ୍ତି ମିଳିଛି। ନିଯୁକ୍ତି ସଂପର୍କିତ କ୍ୟାବିନେଟ ଦ୍ବାରା ଶ୍ରୀ ବନ୍‌ସଲଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶକ ରୂପେ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରେ ଶ୍ରୀ ବନ୍‌ସଲ ବର୍ତ୍ତମାନ ଗୋଇନ୍ଦା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe