ମେଡିକାଲ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ଉପରେ ନଜର ରଖିବାକୁ ଗଠନ ହେଲା ୧୨ଜଣିଆ ଜାତୀୟ ଟାସ୍କଫୋର୍ସ

Advertisment
ମେଡିକାଲ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ଉପରେ ନଜର ରଖିବାକୁ ଗଠନ ହେଲା ୧୨ଜଣିଆ ଜାତୀୟ ଟାସ୍କଫୋର୍ସ

indiatoday.in

ନୂଆଦିଲ୍ଲୀ: ଶନିବାର ଦିନ ସୁପ୍ରିମକୋର୍ଟ ଏକ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି, ଯାହା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମେଡିକାଲ ଅମ୍ଳଜାନ ଏବଂ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ଉପରେ ନଜର ରଖିବେ | ଏହି ଟିମ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ଜିନିଷର ଉପଲବ୍ଧତା ଉପରେ ନଜର ରଖିବା ସହ ଅଭାବ ଦେଖାଗଲେ ସମୟ ପୂର୍ବରୁ ସୂଚନା ଦେବେ |

Supreme Court Task Force To Look Into Oxygen Distribution Amid Covid ndtv.com

ଏହି ଟାସ୍କଫୋର୍ସରେ ରହିବେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡାକ୍ତର ଭବତୋଶ ବିଶ୍ୱାସ ।
- ଡାକ୍ତର ଦେବେନ୍ଦ୍ର ସିଂ ରାଣା,ଚେୟାରମ୍ୟାନ୍, ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ, ସାର ଗଙ୍ଗାରାମ ହସ୍ପିଟାଲ, ଦିଲ୍ଲୀ |
- ଡାକ୍ତର ଦେବୀ ପ୍ରସାଦ ସେଟ୍ଟୀ, ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ନାରାୟଣ ସ୍ୱାସ୍ଥ୍ୟସେବା, ବେଙ୍ଗାଲୁରୁ |
- ଡାକ୍ତର ଗଗନଦୀପ କାଙ୍ଗ, ପ୍ରଫେସର, ଖ୍ରୀଷ୍ଟିଆନ ମେଡିକାଲ କଲେଜ, ଭେଲୋର, ତାମିଲନାଡୁ
- ଡାକ୍ତର ଜେଭି ପିଟର, ନିର୍ଦ୍ଦେଶକ, ଖ୍ରୀଷ୍ଟିଆନ ମେଡିକାଲ କଲେଜ, ଭେଲୋର, ତାମିଲନାଡୁ
- ମେଦାନ୍ତ ହସ୍ପିଟାଲ୍ ଏବଂ ହାର୍ଟ ଇନଷ୍ଟିଚ୍ୟୁଟର ଡାକ୍ତର ନରେଶ ତ୍ରେହାନ
- ଫୋରଟିସ ହସ୍ପିଟାଲର ଡାକ୍ତର ଡାକ୍ତର ରାହୁଲ ପଣ୍ଡିତ
- ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ସୌମିତ୍ର ରାୱତ
- ଆଇଏଲବିଏସର ଡାକ୍ତର ଶିବ କୁମାର ସରିନ ପ୍ରମୁଖ ଏହି ଟିମରେ ରହିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe