ଅକ୍ଟୋବର ୧୩ ସୁଦ୍ଧା ଗୋସୁରକ୍ଷା ପାଇଁ ସବୁ ଜିଲ୍ଲାରେ ଅଧିକାରୀ ନିଯୁକ୍ତି ନେଇ ସୁପ୍ରିମ୍‌କୋର୍ଟଙ୍କ ଆଦେଶ

ଅକ୍ଟୋବର ୧୩ ସୁଦ୍ଧା ଗୋସୁରକ୍ଷା ପାଇଁ ସବୁ ଜିଲ୍ଲାରେ ଅଧିକାରୀ ନିଯୁକ୍ତି ନେଇ ସୁପ୍ରିମ୍‌କୋର୍ଟଙ୍କ ଆଦେଶ

Wikipedia

ନୂଆଦିଲ୍ଲୀ: ଗୋସୁରକ୍ଷା ନେଇ ସୁପ୍ରିମ୍‌କୋର୍ଟ ସବୁ ରାଜ୍ୟ ସରକାରଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପ୍ରତି ରାଜ୍ୟର ସରକାରଙ୍କୁ ଅକ୍ଟୋବର ୧୩ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ଜଣେ ବରିଷ୍ଠ ପୁଲିସ୍‌ କର୍ମଚାରୀଙ୍କୁ ଗୋ ସୁରକ୍ଷା ନିମନ୍ତେ ନିଯୁକ୍ତି ଦେବାକୁ ପରାମର୍ଶ ଦେଇଛନ୍ତି। ଫଳରେ ଗୋହତ୍ୟା ହେତୁ ହେଉଥିବା ହିଂସାକୁ ରୋକାଯାଇ ପାରିବ। ଏଥିସହିତ ଗୋହତ୍ୟା ସହିତ ଜଡ଼ିତ ସମସ୍ତ ମାମଲାର ତଦନ୍ତ କରି ତା’ର ତଦାରଖ କରିବାକୁ ମଧ୍ୟ କହିଛନ୍ତି। ଗୋହତ୍ୟା ମାମଲାରେ ମୃତାହତମାନଙ୍କ ନିମନ୍ତେ ଆର୍ଥିକ ସହାୟତା ଘୋଷଣା କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe