ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ବରାଜ ଆନ୍ଧ୍ର ରାଜ୍ୟପାଳ ନିଯୁକ୍ତି ହେବା ନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଛ। ଆଜି ଏକଥା ସ୍ପଷ୍ଟ କରିଛନ୍ତି ନିଜେ ସୁଷମା ସ୍ବରାଜ। କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ସୁଷମା ଆନ୍ଧ୍ର ରାଜ୍ୟପାଳ ହେବା ଖବର ପାଇ ତାଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଇବା ପରେ ସୁଷମା ତୁରନ୍ତ ଏହାର ଉତ୍ତର ରଖିଥିଲେ। ଦୁଇଟି ଟ୍ବିଟ୍ ମାଧ୍ୟମରେ ସୁଷମା କହିଥିଲେ ତାଙ୍କର ନୂଆ ନିଯୁକ୍ତି ଖବର ସମ୍ପୂର୍ଣ୍ଣ ମିଛ।
ସ୍ପଷ୍ଟ କଲେ ସୁଷମା: ଆନ୍ଧ୍ର ରାଜ୍ୟପାଳ ହେବା ଖବର ମିଛ
Advertisment
Follow Us