ସୁଷମାଙ୍କୁ ଭେଟିଲେ ଅନ୍‌ସାରି

Advertisment
ସୁଷମାଙ୍କୁ ଭେଟିଲେ ଅନ୍‌ସାରି

ନୂଆଦିଲ୍ଲୀ: ପାକିସ୍ତାନରେ ଦୀର୍ଘ ୬ ବର୍ଷର ଜେଲ୍‌ ଜୀବନ ପରେ ଗତକାଲି ସ୍ବଦେଶ ଫେରିଥିବା ମୁମ୍ବାଇ ଇଞ୍ଜିନିୟର ହମିଦ ନିହାଲ୍‌ ଅନସାରି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭେଟିଛନ୍ତି। ଅନ୍‌ସାରିଙ୍କ ସହ ତାଙ୍କ ମା’ ଫୌଜିଆ ଆଜି ବିଦେଶ ମନ୍ତ୍ରୀ ସୁଷମାଙ୍କୁ ଆଲିଙ୍ଗନ କରିବା ସହ ପୁଅ ଫେରି ଆସିବାର ସମସ୍ତ ଶ୍ରେୟ ସୁଷମାଙ୍କୁ ଦେଇଛନ୍ତି। ସୁଷମାଙ୍କୁ ଦର୍ଶାଇ ସେ କହିଛନ୍ତି ଯେ ପୁଅକୁ ଫେରାଇ ଆଣିବା ପାଇଁ ସୁଷମା ହିଁ ସବୁକିଛି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe