ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ ସୁଶିଲ ମୋଦୀ

Advertisment
ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ ସୁଶିଲ ମୋଦୀ

ପାଟନା: କଂ‌ଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବି‌ରୋଧରେ ମାନହାନି ମାମଲା ରୁଜୁ କରିବେ ବୋଲି ଆଜି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଘୋଷଣା କରିଛନ୍ତି । ରାହୁଲ ‘ସବୁ ମୋଦୀ ଚୋର’ ବୋଲି ଟିପ୍ପଣୀ ଦେଇଥିବାରୁ ସୁଶୀଲ ଏହା ବିରୋଧରେ ଆଇନର ଆଶ୍ରୟ ନେବେ। ମୋଦୀ ସାଜ୍ଞା ବ୍ୟବହାର କରି ରାହୁଲ ଗାନ୍ଧୀ କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି। ତେଣୁ ସେ ଦୁଇ ଦିନ ମଧ୍ୟରେ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe