ପାକ୍‌ରୁ ଫେରିବା ଫରେ ଯାଦବ ପରିବାର ସୁଷମାଙ୍କୁ ଭେଟିଲେ

Advertisment
ଆତଙ୍କବାଦ ଛାଡିଲେ ପାକିସ୍ତାନ ସହ କଥାବାର୍ତ୍ତା ସମ୍ଭବ :  ସୁଷମା ସ୍ୱରାଜ

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ପରିବାର ତାଙ୍କୁ ଇସଲାମାବାଦରେ ଭେଟି ଫେରିବା ପରେ ଆଜି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି। ବିଦେଶ ସଚିବ ଏସ୍‌ ଜୟଶଙ୍କର ଏବଂ ବିଦେଶମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର ମଧ୍ୟ କୁଳଭୂଷଣଙ୍କ ପରିବାର ସହିତ ଉପସ୍ଥିତ ଥିଲେ। ପାକିସ୍ତାନ ସରକାର ଯୋଜନାବଦ୍ଧ ଭାବେ କୁଳଭୂଷଣଙ୍କ ପରିବାରକୁ ଅପମାନିତ କରିଥିବାରୁ ଭାରତ ପାକିସ୍ତାନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ମାନବିକତା ଆଧାରରେ ସାକ୍ଷାତ ସୁଯୋଗ ଦେଇଥିବା ନେଇ ଦାବି କରୁଥିବା ପାକିସ୍ତାନ ଅସଲରେ ମାନବିକ ଅଧିକାରକୁ ଉଲ୍ଲଂଘନ କରିଛି ବୋଲି ଭାରତ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe