ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ହିଂସ୍ର ଭିଡ଼ ଦ୍ୱାରା ହତ୍ୟା ମାମଲାରେ ଜେଲ୍ଦଣ୍ଡ ଭୋଗିଥିବା ୮ ଜଣ ଅଭିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସମ୍ବର୍ଦ୍ଧିତ କରିବା ଘଟଣାକୁ ବିଭିନ୍ନ ମହଲ କଡ଼ା ସମାଲୋଚନା ଜାରି ରଖିଛନ୍ତି। ଆଜି ମୁମ୍ବାଇର ପୂର୍ବତନ ପୁଲିସ କମିସନର ଜୁଲିଓ ରିବେରିଓ, ପୂର୍ବତନ ମୁଖ୍ୟ ସୂଚନା କମିସନର ଓ୍ଵାଜାହାଟ୍ ହବିବୁଲାଙ୍କ ସମେତ ଅନ୍ୟ ୪୧ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଜୟନ୍ତ ସିହ୍ନାଙ୍କ ଏଭଳି କାର୍ଯ୍ୟପାଇଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଛନ୍ତି।
ଜୟନ୍ତ ସିହ୍ନାଙ୍କୁ ବହିଷ୍କାର ଦାବି
Advertisment
Follow Us