ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ ପରେ ପିଏଚଡି କରିପାରିବେ ନାହିଁ ଏସିପି: ଆଇଆଇଟି ପ୍ରଶାସନ

ଆଇଆଇଟି କାନପୁରର ଜଣେ ପିଏଚଡି ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ନିଲମ୍ବିତ ହୋଇଥିବା ଏସିପି ମୋହସିନ ଖାନ ପିଏଚଡି କରିପାରିବେ ନାହିଁ।ଆଇଆଇଟି ପ୍ରଶାସନ ତାଙ୍କୁ ବହିଷ୍କାର କରିଛି।

ଯଂଂହ

ନୂଆଦିଲ୍ଲୀ: ଆଇଆଇଟି କାନପୁରର ଜଣେ ପିଏଚଡି ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ନିଲମ୍ବିତ ହୋଇଥିବା ଏସିପି ମୋହସିନ ଖାନ ପିଏଚଡି କରିପାରିବେ ନାହିଁ। ଆଇଆଇଟି ପ୍ରଶାସନ ତାଙ୍କୁ ବହିଷ୍କାର କରିଛି।
ଏପ୍ରିଲ ୧୧ ତାରିଖରେ ମୋହସିନଙ୍କୁ ଏକ ଚିଠି ମାଧ୍ୟମରେ ଚାକିରିରୁ ବହିଷ୍କାର ବିଷୟରେ ଅବଗତ କରାଯାଇଥିଲା।

ପ୍ରାପ୍ତ ସୂଚନା ମୁତାବକ, ଏସିପି ମୋହିସନ ଖାନ ଆଇଆଇଟି କାନପୁରରେ ପିଏଚଡ଼ି ପାଠପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି। ମୋହସିନ ଖାନ ଆଇଆଇଟି କାନପୁରରେ ସାଇବର କ୍ରାଇମ ଓ କ୍ରିମିନୋଲୋଜିର ଛାତ୍ର ଅଟନ୍ତି। ଆଇଆଇଟି କାନପୁରରେ ହିଁ ଏସିପି ଓ ପିଏଚଡ଼ି ପଢ଼ୁ୍ଥିବା ପୀଡ଼ିତା ଛାତ୍ରୀଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା। 

କ୍ରାଇମବ୍ରାଞ୍ଚରେ ପୋଷ୍ଟ ହୋଇଥିବା ମୋହସିନ ଖାନ ଆଇଆଇଟିରୁ ସାଇବର ବିଷୟରେ ପିଏଚଡି କରୁଥିଲେ। 
ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ଜଣେ ଆଇଆଇଟି ଛାତ୍ର ଯୌନ ନିର୍ଯାତନା ମାମଲାରେ ଜଡିତ ନିଲମ୍ବିତ ଏସିପି ମୋହସିନଙ୍କ ବିରୋଧରେ କଲ୍ୟାଣପୁର ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାୟର କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe