ସାଧ୍ବୀ ପ୍ରଜ୍ଞାଙ୍କ ଅଡ଼ୁଆ ବଢ଼ିଲା ୧୨ ବର୍ଷ ତଳର ହତ୍ୟା‌ ମାମଲା ପୁଣିଥରେ ଖୋଲିବ

Advertisment
ସାଧ୍ବୀ ପ୍ରଜ୍ଞାଙ୍କ ପୁଣି ଏକ ବିବାଦୀୟ ବୟାନ; ମହାତ୍ମା ଗାନ୍ଧୀ ‘ଜାତିର ପୁତ୍ର’

www.asianage.com

ଭୋପାଳ : ମଧ୍ୟପ୍ରଦେଶର ଭୋପାଳ ଆସନରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କ ଅଡ଼ୁଆ ବଢ଼ିଛି। କଂଗ୍ରେସ ନେତୃତ୍ବାଧୀନ ମଧ୍ୟପ୍ରଦେଶ ସରକାର ଏବେ ସାଧ୍ବୀଙ୍କ ବିରୋଧରେ ପୁଣିଥରେ ୧୨ ବର୍ଷ ତଳର ଏକ ପୁରୁଣା ହତ୍ୟା ମାମଲା ଖୋଲିବାପାଇଁ ଯୋଜନା କରିଛନ୍ତି। ୨୦୦୭ ମସିହାରେ ଆରଏସ୍ଏସ୍‌ ପ୍ରଚାରକ ସୁନିଲ ଯୋଶୀଙ୍କ ହତ୍ୟା ମାମଲାରେ ପ୍ରଜ୍ଞା‌ ଜଣେ ଅଭିଯୁକ୍ତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe