ଜେରୁଜେଲମ୍‌କୁ ଭାରତୀୟ ଦୂତାବାସ ଉଠାଇ ନିଆଯାଉ : ସୁବ୍ରମଣିୟାନ୍‌ ସ୍ୱାମୀ

ଜେରୁଜେଲମ୍‌କୁ ଭାରତୀୟ ଦୂତାବାସ ଉଠାଇ ନିଆଯାଉ : ସୁବ୍ରମଣିୟାନ୍‌ ସ୍ୱାମୀ

Image Courtesy of Siasat

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ତେଲ୍‌ ଅଭିଭ୍‌ରେ ଥିବା ଭାରତୀୟ ଦୂତାବାସକୁ ଜେରୁଜେଲମ୍‌କୁ ଉଠାଇ ନେବାକୁ କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ ସାଂସଦ ସୁବ୍ରମଣିୟାନ୍‌ ସ୍ୱାମୀ।

ଟୁଇଟ୍‌ କରି ସ୍ୱାମୀ କହିଛନ୍ତି, ଜେରୁଜେଲମ୍‌ ଇସ୍ରାଏଲ୍‌ର ଅଂଶବିଶେଷ ବୋଲି ଆନ୍ତର୍ଜାତିକ ମାନ୍ୟତା ପାଇଥିବାରୁ ଭାରତ ମଧ୍ୟ ସେଠାକୁ ତା’ର ଦୂତାବାସ ଉଠାଇ ନେବା ଉଚିତ।

ବୁଧବାର ଦିନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଜେରୁଜେଲମ୍‌କୁ ଇସ୍ରାଏଲ୍‌ର ରାଜଧାନୀ ମାନ୍ୟତା ଦେଇଛନ୍ତି। ତେଲ୍‌ ଅଭିଭ୍‌ରୁ ପବିତ୍ର ସହର ଜେରୁଜେଲମ୍‌କୁ ଆମେରିକୀୟ ଦୂତାବାସ ଉଠାଇ ନେବାକୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ତାଙ୍କ ପ୍ରଶାସନକୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe