ଆଫଗାନିସ୍ତାନରେ ତାଲିବାନ୍‌ ଆକ୍ରମଣ:୨୨ ପୁଲିସ ନିହତ

Advertisment
ଆଫଗାନିସ୍ତାନରେ ତାଲିବାନ୍‌ ଆକ୍ରମଣ:୨୨ ପୁଲିସ ନିହତ

କାବୁଲ୍‌ : ପଶ୍ଚିମ ଆଫଗାନିସ୍ତାନରେ ତାଲିବାନ୍‌ ଆକ୍ରମଣ ହୋଇ ୨୨ ଜଣ ପୁଲିସ ନିହତ ହୋଇଛନ୍ତି। ଫରହା ପ୍ରଦେଶରେ ଏକ ପୁଲିସ ଗାଡ଼ି ଉପରକୁ ଗତକାଲି ତାଲିବାନ୍‌ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe