କାବୁଲରେ ଭାରତ ପୁଣି ଦୂତାବାସ ଖୋଲିବାକୁ ତାଲିବାନ ରକ୍ଷାମନ୍ତ୍ରୀଙ୍କ ପ୍ରସ୍ତାବ

Advertisment

ତାଲିବାନ ଚାହେଁ ଭାରତ ଦ୍ବାରା ନିଜ ସେନାର ତାଲିମ

ତାଲିବାନ ଚାହେଁ ଭାରତ ଦ୍ବାରା ନିଜ ସେନାର ତାଲିମ

କାବୁଲରେ ଭାରତ ପୁଣି ଦୂତାବାସ ଖୋଲିବାକୁ ତାଲିବାନ ରକ୍ଷାମନ୍ତ୍ରୀଙ୍କ ପ୍ରସ୍ତାବ

edition.cnn.com

ନୂଆଦିଲ୍ଲୀ : ଗତ ସପ୍ତାହରେ ଭାରତ କାବୁଲକୁ ଏକ ସରକାରୀ ଟିମ୍ ପଠାଇବା ପରେ ଭାରତଠାରୁ ତାଲିବାନମାନଙ୍କର ଆଶା ଓ ଆକାଂକ୍ଷା ବୃଦ୍ଧି ପାଇଛି। ତାଲିବାନ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ୟାକୁବ କାବୁଲରେ ପୁଣି ଦୂତାବାସ ଖୋଲିବାକୁ ଭାରତକୁ ଅନୁରୋଧ କରିଥିବା ବେଳେ ଭାରତରେ ନିଜ ସେନା ତାଲିମ ନିଅନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ମୁଲ୍ଲା ୟାକୁବ କହିଛନ୍ତି ଯେ ଭାରତ ସହ କୂଟନୈତିକ ସମ୍ପର୍କ ସ୍ଥାପନ ହେଉଛି ପ୍ରଥମ ପଦକ୍ଷେପ ଏବଂ ଭାରତ କାବୁଲକୁ ସରକାରୀ ଟିମ୍‌ ପଠାଇବା ହେଉଛି ଏହାର ପ୍ରାରମ୍ଭ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe