୨୦ ମିନିଟରେ ଲୁଟିନେଲେ ୨୫ କୋଟିର ଅଳଙ୍କାର

Advertisment

ବିହାରର ଆରାରେ ଥିବା ତନିସ୍କ ଶୋ'ରୁମକୁ ଟାର୍ଗେଟ କରିଛନ୍ତି ଡକାୟତ। ଭୋଜପୁର ଜିଲ୍ଲା ଆରା ବଜାରର ଗୋପାଳି ଛକରେ ଥିବା ତନିସ୍କ ଶୋ'ରୁମ୍ ରେ ଡକାୟତମାନେ ପଶି ସୋ'ରୁମ୍ କର୍ମଚାରୀଙ୍କୁ ବନ୍ଧକ ରଖି ମାତ୍ର ୨୦ ମିନିଟ୍ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି। 

ବିହାରର ଆରାରେ ଥିବା ତନିସ୍କ ଶୋ'ରୁମକୁ ଟାର୍ଗେଟ କରିଛନ୍ତି ଡକାୟତ। ଭୋଜପୁର ଜିଲ୍ଲା ଆରା ବଜାରର ଗୋପାଳି ଛକରେ ଥିବା ତନିସ୍କ ଶୋ'ରୁମ୍ ରେ ଡକାୟତମାନେ ପଶି ସୋ'ରୁମ୍ କର୍ମଚାରୀଙ୍କୁ ବନ୍ଧକ ରଖି ମାତ୍ର ୨୦ ମିନିଟ୍ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି। 

mm

ଆରା: ବିହାରର ଆରାରେ ଥିବା ତନିସ୍କ ଶୋ'ରୁମକୁ ଟାର୍ଗେଟ କରିଛନ୍ତି ଡକାୟତ। ଭୋଜପୁର ଜିଲ୍ଲା ଆରା ବଜାରର ଗୋପାଳି ଛକରେ ଥିବା ତନିସ୍କ ଶୋ'ରୁମ୍ ରେ ଡକାୟତମାନେ ପଶି ସୋ'ରୁମ୍ କର୍ମଚାରୀଙ୍କୁ ବନ୍ଧକ ରଖି ମାତ୍ର ୨୦ ମିନିଟ୍ ମଧ୍ୟରେ ୨୫ କୋଟିରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି। 

ଆଇନ ପ୍ରତି ଏହି ଅପରାଧୀମାନେ ଏତେ ବେପରୁଆ ଥିଲେ ଯେ କେହି ମୁହଁ ଲୁଚାଇବାକୁ ଚେଷ୍ଟା କରିନଥିଲେ କି ଘଟଣା ସମୟରେ କାହାକୁ ଡରୁନଥିଲେ। ଏପରିକି ଚୋରି କରିବା ପରେ ସେମାନେ ଶାନ୍ତ ଭାବରେ ବାହାରକୁ ବାହାରି ଏକ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ।

ଆଇନ ପ୍ରତି ଏହି ଅପରାଧୀମାନେ ଏତେ ବେପରୁଆ ଥିଲେ ଯେ କେହି ମୁହଁ ଲୁଚାଇବାକୁ ଚେଷ୍ଟା କରିନଥିଲେ କି ଘଟଣା ସମୟରେ କାହାକୁ ଡରୁନଥିଲେ। ଏପରିକି ଚୋରି କରିବା ପରେ ସେମାନେ ଶାନ୍ତ ଭାବରେ ବାହାରକୁ ବାହାରି ଏକ ମୋଟର ସାଇକେଲରେ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଡକାୟତଙ୍କ ସଂଖ୍ୟା ୬ରୁ ୭ ମଧ୍ୟରେ ହୋଇପାରେ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ସୋ'ରୁମ୍ ରୁ ସିସିଟିଭି ଫୁଟେଜ୍ ଜବତ କରିଛି, ଯେଉଁଥିରେ ଦୁର୍ବୃତ୍ତମାନେ ୨୦ ମିନିଟ୍ ପର୍ଯ୍ୟନ୍ତ ଭିତରେ ଥିବା ବେଳେ ସେମାନେ ୨୫ କୋଟିରୁ ଅଧିକ ଟଙ୍କାର ଗହଣା ନେଇ ଫେରାର ହୋଇଯାଇଥିଲେ। ପୁଲିସ ପକ୍ଷରୁ ସମଗ୍ର ସହରରେ ବ୍ୟାରିକେଡ୍ ଲଗାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ପୁଲିସର ଦୁଇଟି ଟିମ୍ ଦିୟାର୍ ଅଞ୍ଚଳରେ କମ୍ବିଂ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe