ପ୍ରୋଜେକ୍ଟରରେ ଲାପ୍‌ଟପ୍‌କୁ ସଂଯୋଗ କରି ବାହାରକୁ ଚାଲିଗଲେ ଶିକ୍ଷକ,ଫେରିବା ବେଳକୁ ନ ଦେଖିବା କଥା ଦେଖି ସାରିଥିଲେ ପିଲା

Advertisment
ପ୍ରୋଜେକ୍ଟରରେ ଲାପ୍‌ଟପ୍‌କୁ ସଂଯୋଗ କରି ବାହାରକୁ ଚାଲିଗଲେ ଶିକ୍ଷକ,ଫେରିବା ବେଳକୁ ନ ଦେଖିବା କଥା ଦେଖି ସାରିଥିଲେ ପିଲା

Dainik Bhaskar

ନୂଆଦିଲ୍ଲୀ : ସୋସିଆଲ ମିଡିିଆରେ ଚୀନ୍‌ରେ ଥିବା ଏକ ସ୍କୁଲରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଜିକାଲି ଶିକ୍ଷକମାନେ ପିଲମାନଙ୍କୁ ପଢ଼ାଇବା ପାଇଁ ବ୍ଲାକ୍‌ବୋର୍ଡର୍ ପରିବର୍ତ୍ତେ ପ୍ରୋଜେକ୍ଟରର ବ୍ୟବହାର କରୁଛନ୍ତି । ଯାହାଦ୍ୱାରା ସେମାନେ ଖୁବ୍‌ ଶୀଘ୍ର ପାଠ ବୁଝିବା ସହ ପଢ଼ି ପାରିବେ । କିନ୍ତୁ ଚୀନ୍‌ରେ ଘଟିଥିବା ଘଟଣା ଏବେ କୌଣସି ଶିକ୍ଷକଙ୍କୁ ପ୍ରୋଜେକ୍ଟରରେ ପଢ଼ାଇବା ପୂର୍ବରୁ ଦ୍ୱିତୀୟ ଥର ଭାବିବାକୁ ବାଧ୍ୟ କରିବ ।

publive-image YouTube

ସୂଚନା ମୁତାବକ, ପିଲାମାନଙ୍କୁ ପଢ଼ାଇବା ପାଇଁ ଶିକ୍ଷକ ଜଣଙ୍କ ନିଜ ଲାପ୍‌ଟପ୍‌କୁ ପ୍ରୋଜେକ୍ଟର ସହ ସଂଯୋଗ କରି ଚାଲି ଯାଇଥିଲେ । ଏହି ସମୟରେ ଲାପ୍‌ଟପ୍‌ରେ ଥିବା ପର୍ଣ୍ଣ ଭିଡ଼ିଓ ଚାଲୁ ହୋଇ ଯାଇଥିଲା । ଯାହା ପରେ ଶ୍ରେଣୀଗୃହରେ ବସିଥିବା ଛାତ୍ର-ଛାତ୍ରୀ ପାଟି କରିବା ଆରମ୍ଭ କରିଥିଲେ । କାରଣ ଜାଣିବା ପାଇଁ ଭିତରକୁ ଆସିବା ପରେ ପ୍ରୋଜେକ୍ଟରରେ ଚାଲୁଥିବା ଚିତ୍ର ଦେଖି ତୁରନ୍ତ ଯାଇ ପ୍ରୋଜେକ୍ଟର ବନ୍ଦ କରିଥିଲେ ଶିକ୍ଷକ । କିନ୍ତୁ ସେତେବେଳେକୁ ପିଲାମାନେ ସବୁ ଦେଖି ସାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe