ଟସ୍ ଜିତିଲା ଟିମ୍ ଇଣ୍ଡିଆ: ପ୍ରଥମେ ବୋଲିଂ ନିଷ୍ପତ୍ତି

Advertisment

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ଯସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଛି...

Team India win the toss: Decide to bowl first

Team India win the toss: Decide to bowl first Photograph: (sambad.in)

କୋଲକାତା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଛି। ଟିମ୍ ଇଣ୍ଡିଆ  ଯସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଇଂଲଣ୍ଡ ଦଳ ବ୍ୟାଟିଂ ଆରମ୍ଭ କରିଛି।

ଏଥି ସହ ସଞ୍ଜୁ ସାମସନ ଏବଂ ତିଲକ ବର୍ମା ବ୍ୟାଟିଂରେ ଚମତ୍କାର ଫର୍ମରେ ଅଛନ୍ତି। ଅନ୍ୟପକ୍ଷରେ,  ଇଂଲେଣ୍ଡ ଦଳ ମଧ୍ୟ ବହୁତ ଶକ୍ତିଶାଳୀ ରହିଛି। ଫିଲ୍ ସଲ୍ଟ, ଜୋସ୍ ବଟଲର୍, ଲିଆମ୍ ଲିଭିଙ୍ଗଷ୍ଟନ୍ ଯେକୌଣସି ବୋଲିଂ ଆକ୍ରମଣକୁ ବିଫଳ କରିପାରିବେ। ଜୋଫ୍ରା ଆର୍ଚର ବୋଲିଂରେ ଏକ ବଡ଼ ବିପଦ ଭାବେ ନିଜକୁ ପ୍ରମାଣିତ କରିବାକୁ ସକ୍ଷମ।

ଅଧିକ ପଢ଼ନ୍ତୁ: ଭଗବାନଙ୍କୁ ପ୍ରାର୍ଥନା ଯୋଗୀଙ୍କୁ ଦୀର୍ଘାୟୁ କରନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe