୫ ତାରିଖ ସୁଦ୍ଧା ଇ-କେୱାଇସି ଆଧାର ଯାଞ୍ଚ ବନ୍ଦ ନିର୍ଦ୍ଦେଶ

Advertisment
୫ ତାରିଖ ସୁଦ୍ଧା ଇ-କେୱାଇସି ଆଧାର ଯାଞ୍ଚ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସରକାର ଆଜି ଟେଲିକମ୍ କମ୍ପାନି ଗୁଡ଼ିକ ପାଇଁ ଆଧାର ବ୍ୟବହାର ନକରିବା ସଂକ୍ରାନ୍ତରେ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ଗ୍ରାହକଙ୍କ ଇକେୱାଇସି ଯାଞ୍ଚ ଏବଂ ନୂଆ ସିମ୍ ସଂଯୋଗ ପ୍ରଦାନରେ ଆଧାର ବ୍ୟବହାରକୁ ବନ୍ଦ ପାଇଁ କୁହାଯାଇଛି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ନଭେମ୍ବର ୫ ତାରିଖ ସୁଦ୍ଧା କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଟେଲିକମ୍ ବିଭାଗ ପକ୍ଷରୁ ସମସ୍ତ ଟେଲିକମ୍ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି। ଗତମାସରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ଟେଲିକମ୍ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe