ତେଲେଙ୍ଗାନା ବିଧାନସଭା ନିର୍ବାଚନ: ଟିଆର୍‌ଏସ୍‌ ଆଗୁଆ

ତେଲେଙ୍ଗାନା ବିଧାନସଭା ନିର୍ବାଚନ: ଟିଆର୍‌ଏସ୍‌ ଆଗୁଆ

ହାଇଦ୍ରାବାଦ: ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ୧୧୯ ଆସନବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଟିଆର୍‌ଏସ୍‌ ୭୨, କଂଗ୍ରେସ+ଟିଡିପି ୩୦ ବିଜେପି ୦ ଓ ଅନ୍ୟାନ୍ୟ ୮ଟି ଆସନରେ ଆଗୁଆ ଅଛନ୍ତି।

୨୦୧୪ ଆନ୍ଧ୍ରପ୍ରଦେଶର ବିଭାଜନ ହୋଇ ସୃଷ୍ଟ ଭାରତର ସବୁଠୁ କ୍ଷୁଦ୍ର ରାଷ୍ଟ୍ର ତେଲେଙ୍ଗାନାରେ ପ୍ରଥମ ଥର ଲାଗି ସମସ୍ତ ୧୧୯ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସକାଳ ୮ଟାରେ ଆରମ୍ଭ ହୋଇଥିବା ଭୋଟ୍‌ ଗଣତି ନିମନ୍ତେ ୩, ୩୫୬ ଜଣ ଏଜେଣ୍ଟ୍‌, ୧, ୩୧୬ ଜଣ ମାଇକ୍ରୋ ଅବ୍‌ଜର୍‌ଭର୍‌ ନିୟୋଜିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe