ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଗୁଳିରେ ଅଣ-ସ୍ଥାନୀୟ ମୃତ

Advertisment

ଗୁରୁବାର ଦିନ ଜମ୍ମୁ କଶ୍ମୀରର ଜେନାପୋରା ସୋପିଆନ୍ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଜଣେ ଅଣ-ସ୍ଥାନୀୟ ଲୋକ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ମାଡ଼ର ଶିକାର ହୋଇଛନ୍ତି।

ଗୁରୁବାର ଦିନ ଜମ୍ମୁ କଶ୍ମୀରର ଜେନାପୋରା ସୋପିଆନ୍ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଜଣେ ଅଣ-ସ୍ଥାନୀୟ ଲୋକ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ମାଡ଼ର ଶିକାର ହୋଇଛନ୍ତି।

www.indiatoday.in

ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ କଶ୍ମୀରର ଜେନାପୋରା ସୋପିଆନ୍ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଜଣେ ଅଣ-ସ୍ଥାନୀୟ ଲୋକ ଆତଙ୍କବାଦୀଙ୍କ ଦ୍ୱାରା ଗୁଳି ମାଡ଼ର ଶିକାର ହୋଇଛନ୍ତି।

ଆତଙ୍କବାଦୀଙ୍କ ଗୁଳିମାଡ଼ ଅଣ-ସ୍ଥାନୀୟ ବ୍ୟକ୍ତିଙ୍କ ଶରୀରରେ ବାଜିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିବା ପରେ ପୀଡିତଙ୍କ ମୃତଦେହକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ କରିବା ପାଇଁ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe