Advertisment

ବିଜେପିକୁ ଥରୁର୍‌ଙ୍କ ପ୍ରଶ୍ନ: କ’ଣ ପାଇଁ କ୍ଷମା ମାଗିବୁ?

Advertisment
ପାତରଅନ୍ତର ଅଭିଯୋଗ ଆଣିଲେ ଥରୁର: ଖଡ଼ଗେଙ୍କୁ ସ୍ବାଗତ, ମତେ ଅଣଦେଖା

Photo: The Hindu

ନୂଆଦିଲ୍ଲୀ: ପୁଲ୍‌ୱାମା ଆକ୍ରମଣ‌ରେ ପାକିସ୍ତାନର ହାତ ଥିବା କଥା ପାକିସ୍ତାନର ମନ୍ତ୍ରୀ ସ୍ବୀକାର କରିବା ପରେ ଏବେ ବିଜେପି କଂଗ୍ରେସକୁ ଏହି ପ୍ରସଙ୍ଗରେ ଘେରିଛି। ପୁଲ୍‌ୱାମାରେ ପାକ୍‌ ପ୍ରାୟୋଜିତ ଆକ୍ରମଣରେ ଯବାନ ସହିଦ ହେବା ପରେ କଂଗ୍ରେସ କେବଳ ରାଜନୈତିକ ସ୍ବାର୍ଥ ପାଇଁ ଏବଂ ସେନାର ମନୋବଳ ଦୁର୍ବଳ କରିବା ପାଇଁ ବୟାନ ଦେଉଥିଲା ବୋଲି ବିଜେପି ଅଭିଯୋଗ କରିବା ସହ ଏଥିପାଇଁ କ୍ଷମା ପ୍ରାର୍ଥନା ଦାବି କରିଥିଲା। ତେବେ ପୁଲ୍‌ୱାମା ସମ୍ପର୍କିତ ଖବର ମିଥ୍ୟା ଏବଂ କଂଗ୍ରେସ ସର୍ବଦା ସେନାର ସୁରକ୍ଷା ପାଇଁ ଚିନ୍ତିତ। ଏଣୁ କ’ଣ ପାଇଁ କ୍ଷମା ମାଗିବୁ ବୋଲି କଂଗ୍ରେସ ସାଂସଦ ଶଶୀ ଥରୁର୍‌ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe