ଜୈସ୍‌ ଆତଙ୍କବାଦୀର ଘରକୁ ମାଟି‌ରେ ମିଶାଇଲା ପ୍ରଶାସନ

Advertisment
ଜୈସ୍‌ ଆତଙ୍କବାଦୀର ଘରକୁ ମାଟି‌ରେ ମିଶାଇଲା ପ୍ରଶାସନ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ପ୍ରଶାସନ ପ୍ରଥମ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ କରି ଶନିବାର ଦିନ ପୁଲୱାମାରେ ଜଣେ ଜୈସ ଆତଙ୍କବାଦୀର ଘରକୁ ମାଟିରେ ମିଶାଇ ଦେଇଛି। ପାକିସ୍ତାନୀ ଆତଙ୍କବାଦୀ ଆଶିକ ନେନ୍‌ଗ୍ରୋ ପୁଲୱାମା ଜିଲ୍ଲାର ରାଜପୁରାରେ ଏକ ସରକାରୀ ଜମି ଜବରଦଖଲ କରି ଘର କରିଥିଲା। ଆତଙ୍କବାଦୀର ୨ ମହଲା ବିଶିଷ୍ଟ ଘରକୁ ଶନିବାର ଦିନ ବୁଲଡୋଜର ଲଗାଇ ପୁଲିସ ଭାଙ୍ଗି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe