ଆସ୍ଥା ଭୋଟରେ ମଣିପୁରର ବିରେନ ସରକାର ବିଜୟୀ

Advertisment
ଆସ୍ଥା ଭୋଟରେ ମଣିପୁରର ବିରେନ ସରକାର ବିଜୟୀ

India Today

ଇମ୍ଫାଲ: ବିଜେପି ନେତୃତ୍ବାଧୀନ ମଣିପୁର ସରକାର ଆଜି ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଦ୍ବାରା ଆସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ଦିନିକିଆ ଅଧିବେଶନରେ ଦୀର୍ଘ ସମୟ ଧରି ବିତର୍କ ଜାରି ରହିଥିଲା। ଏହାପରେ ଅନୁଷ୍ଠିତ ଭୋଟରେ ଏନ ବିରେନ ସିଂହଙ୍କ ସରକାର ୨୮-୧୬ ଭୋଟରେ ବିଜୟୀ ହୋଇଛନ୍ତି। ହ୍ବିପ୍ ସତ୍ତ୍ବେ ୮ଜଣ କଂଗ୍ରେସ ବିଧା‌ୟକ ଅଧିବେଶନରେ ଯୋଗ ଦେଇ ନଥିଲେ। ୬୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୨୪ ଜଣ ବିଧାୟକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe