ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ, ନାବାଳିକାର ଶବ ମାଟିତଳୁ ବାହାର କରାଗଲା

Advertisment
ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ, ନାବାଳିକାର ଶବ ମାଟିତଳୁ ବାହାର କରାଗଲା

image source-new indian express

ଭୋପାଳ: ଛତିଶଗଡ଼ର କୋଣ୍ଡାଗାଁ ଜିଲ୍ଲାରେ ଗତ ଦୁଇ ମାସ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ ଏବଂ ତାଙ୍କ ଶରୀରକୁ ପୋତି ଦିଆଯାଇଥିଲା। ତେବେ‌ ଛତିଶଗଡ଼ ପୁଲିସ ଏହାର ତଦନ୍ତ ନେଇ କୌଣସି ତତ୍ପରତା ‌ନ ଦେଖାଇବାରୁ ଗତକାଲି ସମ୍ପୃକ୍ତ ନାବାଳିକାଙ୍କ ପିତା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମୃତ ନାବାଳିକାର ପିତାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ପୁଲିସ ଉକ୍ତ ନାବାଳିକାର ଶବକୁ ମାଟି ତଳୁ ଖୋଳି ପୁନର୍ବାର ତଦନ୍ତ ଆରମ୍ଭ କରିଛି। ଏହି ନାବାଳିକାଙ୍କୁ ୭ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe