photo-oneindia
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ଏଚ୍.ଡି. କୁମାରସ୍ବାମୀ କଂଗ୍ରେସ ଉପରେ ବର୍ଷିଛନ୍ତି। ମେଣ୍ଟ ପାଇଁ କଂଗ୍ରେସ ଯୋଗ୍ୟ ଦଳ ନୁହେଁ ବୋଲି କୁମାରସ୍ବାମୀ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ମେଣ୍ଟ ଧର୍ମ ପାଳନ କରି ଜାଣେନି ବୋଲି କୁମାରସ୍ବାମୀ କହିଛନ୍ତି। ନଭେମ୍ବର ୩ରେ ଥିବା ଉପନିର୍ବାଚନ ପୂର୍ବରୁ କୁମାରସ୍ବାମୀଙ୍କ ଏଭଳି ବୟାନ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି।
Follow Us