ଷ୍ଟେସନ୍‌ ପୂର୍ବରୁ ଯାତ୍ରୀଙ୍କୁ ସୂଚନା ଦେବ ମୋବାଇଲ୍‌

Advertisment
ଏପ୍ରିଲ ୧୫ରୁ ବନ୍ଦ ହେବ କଲ୍ ଫରଓ୍ବାର୍ଡିଙ୍ଗ୍ ସେବା, ସରକାରଙ୍କ ବଡ଼ ନିଷ୍ପତ୍ତି

The Economic Times

ନୂଆଦିଲ୍ଲୀ : ବିଳମ୍ବିତ ରାତିରେ କିମ୍ବା ଭୋର ସମୟରେ ଟ୍ରେନ୍‌ ଯାତ୍ରୀଙ୍କୁ ଏଣିକି ମୋବାଇଲ୍‌ ଘଣ୍ଟି ଜରିଆରେ ଷ୍ଟେସନ ଆଗମନ ପୂର୍ବରୁ ଚେତାଇ ଦିଆଯିବ। ଗନ୍ତବ୍ୟ ସ୍ଥଳରେ ଟ୍ରେନ ପହଞ୍ଚିବାର ୨୦ ମିନିଟ୍‌ ପୂର୍ବରୁ ଏହି ବ୍ୟବସ୍ଥାରେ ଯାତ୍ରୀମାନଙ୍କୁ ନିଦରୁ ଉଠାଯିବ। ରେଳ ହେଲ୍ପ ଲାଇନ ୧୩୯ରେ ଏହି ନୂଆ ବ୍ୟବସ୍ଥା ଯୋଡ଼ାଯାଇଛି। ରେଳ ବୋର୍ଡର ନିଷ୍ପତ୍ତି ପରେ ଏହା କାର୍ଯ୍ୟକାରୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe