ଜାକର୍ତା: ଇଣ୍ଡୋନେସିଆର ଏକ ଗୁମ୍ଫାରେ ପ୍ରତ୍ନତତ୍ତ୍ବବିତ୍ମାନେ ବିଶ୍ବର ସବୁଠାରୁ ପୁରୁଣା ଚିତ୍ର ଠାବ କରିଛନ୍ତି। ଇଣ୍ଡୋନେସିଆର ଏକ ଦ୍ବୀପରେ ଅବସ୍ଥିତ ଗୁମ୍ଫା ଭିତରେ ଠାବ ହୋଇଥିବା ଏହି ପେଣ୍ଟିଂ ୪୫,୫୦୦ ବର୍ଷ ତଳର ଏବଂ ତାହା ଏକ ବଣ ଘୁଷୁରିର ଚିତ୍ର ବୋଲି ପ୍ରତ୍ନତତ୍ତ୍ବବିତ୍ମାନେ ସ୍ପଷ୍ଟ କରିଛନ୍ତି। ‘ସାଇନ୍ସ ଏଡ୍ଭାନ୍ସେସ୍’ ପତ୍ରିକାରେ ଏ ବାବଦରେ ଏକ ଗବେଷଣା ପ୍ରବନ୍ଧ ମଧ୍ୟ ପ୍ରକାଶ ପାଇଛି।
ଇଣ୍ଡୋନେସିଆର ଗୁମ୍ଫାରୁ ମିଳିଲା ବିଶ୍ବର ସବୁଠାରୁ ପୁରୁଣା ପେଣ୍ଟିଂ
Advertisment
Follow Us