କୋଲକାତା: ପୂର୍ବ ମେଦିନୀପୁର ଜିଲ୍ଲାର କାଂଥିରେ ଆଜି ବିଜେପିର ନିର୍ବାଚନୀ ସଭାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ମଞ୍ଚ ଉପରେ ଜଣେ ବିଜେପି କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁ ପ୍ରଣାମ କରିବା ବେଳେ ପ୍ରଧାମନ୍ତ୍ରୀମନ୍ତ୍ରୀ ମଧ୍ୟ ଚେୟାରରୁ ଉଠିଯାଇ ତାଙ୍କୁ ପ୍ରଣାମ କରିବା ସହ ପାଦ ଛୁଇଁଥିଲେ। ଏହି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ବିଜେପି କହିଛି, ଦଳ ଏକ ସୁସଂସ୍କୃତ ସଂଗଠନ ଅଟେ, ଦଳରେ ଜଣେ ଅନ୍ୟଜଣକ ପ୍ରତି ସମାନ ସଂସ୍କାର ଭାବ ପ୍ରଦର୍ଶନ କରିଥାନ୍ତି।
କାଂଥି ସଭାରେ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ
Advertisment
Follow Us