ନୂଆଦିଲ୍ଲୀ : ଜୁନ୍ ୫ରେ ଅନୁଷ୍ଠିତ ପ୍ରଶାସନିକ ସେବା (ପ୍ରେଲିମିନାରି) ପରୀକ୍ଷାରେ ଯେଉଁମାନେ ଭାରତୀୟ ବନ ସେବା (ମୁଖ୍ୟ) ପରୀକ୍ଷା ୨୦୨୨ ଦେବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ରୋଲ ନମ୍ବର ପ୍ରକାଶ ପାଇଛି। ନିୟମାନୁଯାୟୀ ପ୍ରେଲିମିନାରି ପରୀକ୍ଷାରେ ସଫଳ ପ୍ରାର୍ଥୀମାନଙ୍କୁ ଆଇଏଫ୍ଓଏସ୍ (ମୁଖ୍ୟ) ପରୀକ୍ଷା ୨୦୨୨ ଲାଗି ଡିଟେଲ୍ଡ ଆପ୍ଲିକେସନ ଫର୍ମ-୧ (ଡିଏଏଫ୍-୧) ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଆଶାୟୀ ପ୍ରାର୍ଥୀମାନେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି)ର ୱେବ୍ସାଇଟ୍କୁ ଗଲେ ଏ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ।
ପ୍ରଶାସନିକ ସେବା ପ୍ରେଲିମିନାରି ପରୀକ୍ଷା ଫଳ ବାହାରିଲା
Advertisment
Follow Us